ଅନ୍ତର୍ଜାତୀୟ

ମାଇକ୍ରୋସଫ୍ଟ ନିଜସ୍ୱ ଅନଲାଇନ୍ ମୋବାଇଲ ଗେମ୍ ଷ୍ଟ୍ରୋର ଏଞ୍ଚ କରିବାକୁ ଯାଉଛି

ମାଇକ୍ରୋସଫ୍ଟ ନିଜସ୍ୱ ଅନଲାଇନ୍ ମୋବାଇଲ ଗେମ୍ ଷ୍ଟ୍ରୋର ଏଞ୍ଚ କରିବାକୁ ଯାଉଛି । ଜୁଲାଇ ମାସରେ ଏହା ଲଞ୍ଚ୍ ହେବା ନେଇ ବ୍ଲୁମବର୍ଗ ଟେକ୍ନୋଲୋଜି ସମିଟରେ ସୂଚନା ଦେଇଛନ୍ତି Xboxର ମୁଖ୍ୟ ସାରା ବଣ୍ଡ୍।

ମାଇକ୍ରୋସଫ୍ଟର ଏହି ଅନଲାଇନ୍ ମୋବାଇଲ ଗେମ୍ ଷ୍ଟୋରରେ ମାଇକ୍ରୋସଫ୍ଟ ଗେମ୍ ଷ୍ଟୁଡିଓ ଦ୍ୱାରା ନିର୍ମିତ ଅନେକ ଗେମ୍ ରହିଛି । ଏହି ଷ୍ଟୋର କୌଣସି ଆପ୍ ଭଳି ନୁହେଁ ବରଂ ୱେବ୍ ବ୍ରାଉଜରରେ ଚାଲିବ ।

Related Articles

Back to top button
WP Twitter Auto Publish Powered By : XYZScripts.com