Breaking NewsFeaturedଓଡ଼ିଶା

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର

ବହୁପ୍ରତୀକ୍ଷିତ ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟରୁ ପରିବେଶ ମଞ୍ଜୁରୀ ମିଳିଛି। ଏହି ଅନୁମତି ଫଳରେ ବିମାନବନ୍ଦର ନିର୍ମାଣ ପାଇଁ ୨୭.୮୫ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆଯିବ।

ଗତ ସେପ୍ଟମ୍ବରରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପୁରୀ ବିମାନବନ୍ଦର ପ୍ରକଳ୍ପ ନିମନ୍ତେ ସାଇଟ୍‌‌ କ୍ଲିଅରାନ୍ସ ଅନୁମୋଦନ ପ୍ରଦାନ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com