ଅନ୍ତର୍ଜାତୀୟ

ଚାଇନାର ଗୁପ୍ତ ରକେଟ ପ୍ରକଳ୍ପ ସହ ଜଡିତ ଜଣେ ଅଗ୍ରଣୀ ରକେଟ ବୈଜ୍ଞାନିକଙ୍କୁ ସରକାର ହଟାଇ ଦେଇଛନ୍ତି

ଚାଇନାର ଗୁପ୍ତ ରକେଟ ପ୍ରକଳ୍ପ ସହ ଜଡିତ ଜଣେ ଅଗ୍ରଣୀ ରକେଟ ବୈଜ୍ଞାନିକଙ୍କୁ ସରକାର ହଟାଇ ଦେଇଛନ୍ତି। ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପରାମର୍ଶଦାତା କମିଟି ଏହି ନିଷ୍ପତ୍ତି ନେଇଛନ୍ତି।

ତେବେ ରକେଟ ପ୍ରକଳ୍ପ ଜାରି ରହିବ ବୋଲି କମିଟି କହିଛି। ଏହାପୂର୍ବରୁ ମଧ୍ୟ ଏହି ପ୍ରକଳ୍ପ ସହ ଜଡିତ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ହଟାଇ ଦିଆଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com