ଜାତୀୟ

ମାଇକ୍ରୋସଫ୍ଟ ୱିଣ୍ଡୋ ବ୍ୟବହାରକାରୀମାନେ ପୁଣି ଥରେ ଏକ ବଡ଼ ବିପଦର ସମ୍ମୁଖୀନ ହେବାକୁ ଯାଉଛନ୍ତି

ମାଇକ୍ରୋସଫ୍ଟ ୱିଣ୍ଡୋ ବ୍ୟବହାରକାରୀମାନେ ପୁଣି ଥରେ ଏକ ବଡ଼ ବିପଦର ସମ୍ମୁଖୀନ ହେବାକୁ ଯାଉଛନ୍ତି। ମାଇକ୍ରୋସଫ୍ଟ ୱିଣ୍ଡୋ ବ୍ୟବହାରକାରୀଙ୍କ ପାଇଁ ସରକାରୀ ଏଜେନ୍ସି ସିଇଆରଟି-ଆଇଏନ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚେତାବନୀ ଜାରି କରିଛନ୍ତି ।

ହାଇ ରେଟଇଂ ଥିବା ବିପଦ ଫଳରେ ବ୍ୟକ୍ତିଗତ ଉପଭୋକ୍ତାମାନଙ୍କ ବ୍ୟତୀତ ସଂସ୍ଥାମାନଙ୍କୁ ମଧ୍ୟ ସଚେତନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com