Featuredଅନ୍ତର୍ଜାତୀୟଓଡ଼ିଶାଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ରାଜ୍ୟରେ ସଂଧ୍ୟା ୫ଟାରୁ ଦୃଶ୍ୟମାନ

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ିଛି ଗ୍ରହଣ। ଏହା ଭାରତକୁ ଦୃଶ୍ୟମାନ ହେବ । ଉତ୍ତରପୂର୍ବ ରାଜ୍ୟ ସମେତ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଏବଂ ଓଡିଶାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ । ଦିନ ୨ଟା ୩୯ମିନିଟ୍ ରେ ଗ୍ରହଣ ସ୍ପର୍ଶ ହେବ । ଚନ୍ଦ୍ରଗ୍ରହଣର ଅବଧି ରହିବ ୫ଘଣ୍ଟା ୫୪ମିନିଟ୍ । ୧ଘଣ୍ଟା ୨୫ମିନିଟ୍ ପାଇଁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣ ଓଡ଼ିଶାରେ ପୁଣି ଆସନ୍ତା ୨୦୨୫ ସେପ୍ଟେମ୍ବରରେ ହେବ । ତେବେ ଚନ୍ଦ୍ରଗ୍ରଣ ପାଇଁ ଭୋର ୫ଟା ୩୦ ମଧ୍ୟରେ ଦେବ ନୀତି ଶେଷ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com