ଓଡ଼ିଶା

ଖୋର୍ଦ୍ଧା-ବଲାଙ୍ଗୀର NHରୁ ୭୦କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ନୟାଗଡ () ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଟାକେରା ନିକଟରୁ ୭୦ କେଜି ଗଞ୍ଜେଇ ଜବତ ହୋଇଛି । ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଦଶପଲ୍ଲା ପୋଲିସ ।  ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦୁଇଟି କାରକୁ ଜବତ କରିଛି ପୋଲିସ । ଗଞ୍ଜେଇ ବାଲିଗୁଡାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା ।  ୩ ଗିରଫ ନୟାଗଡ ଜିଲ୍ଲା ଫତେଗଡ ଅଞ୍ଚଳର ବୋଲି ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com