ଓଡ଼ିଶା

ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପୋଲିସ-ଛାତ୍ରଛାତ୍ରୀ ଧସ୍ତାଧସ୍ତି : ଯୁକ୍ତ ୨ ପରୀକ୍ଷା ବାତିଲ ଦାବି

ଭୁବନେଶ୍ବର () ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ ।  ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଡିନ୍‌ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ଉତ୍ତେଜନା । ପୋଲିସ ଓ ଛାତ୍ରଛାତ୍ରୀ ଧସ୍ତାଧସ୍ତି ।ଖବର ଅନୁଯାୟୀ, ଏବେ କରୋନା ସଂକ୍ରମଣ କମିବା ପରେ ଅଫଲାଇନ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଛାତ୍ରଛାତ୍ରୀମାନେ ଏହି ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରୁଛନ୍ତି । ତୁରନ୍ତ ଅଫଲାଇନ୍‌ ପରୀକ୍ଷାକୁ ବାତିଲ କରିବାକୁ ଦାବି କରିଛନ୍ତି ।ଏହିସବୁ ଦାବି ନେଇ ଛାତ୍ରଛାତ୍ରୀମାନେ ଆଜି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଯାହାକୁ ନେଇ  ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com