ଓଡ଼ିଶା

କେମିତି ଖୋଲିବ ସ୍କୁଲ ? ୨୮ରେ ଗଣତି, ୧ରେ ମହାଶିବରାତ୍ରି

ଭୁବନେଶ୍ୱର () ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ତାରିଖ ବାରମ୍ବାର ବଦଳୁଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦୀର୍ଘ ଦିନ ପରେ ଜାନୁଆରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ ବୋଲି ଘୋଷଣା ହୋଇଥିଲା। ସବୁ ପ୍ରସ୍ତୁତି ସରିଥିବାବେଳେ ଶେଷ ମୁହୂର୍ତ୍ତରେ ତାରିଖ ପରିବର୍ତ୍ତନ କରାଯାଇଥିଲା। କରୋନା ସଂକ୍ରମଣ ଯୋଗୁଁ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା। ଏବେ ପୁନର୍ବାର ନିଷ୍ପତ୍ତି ବଦଳିଛି। ବାରମ୍ବାର ତାରିଖ ବଦଳୁଥିବାରୁ ବିଦ୍ୟାର୍ଥୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଥିବା କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com