ଜାତୀୟ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ନୋଟିସ୍

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ନୋଟିସ୍ । ଏହା ଷଷ୍ଠଥର ପାଇଁ ନୋଟିସ ଜାରି କରିଛି ଇଡି । ଆସନ୍ତା ଫେବୃଆରୀ ୧୯ ତାରିଖରେ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି ।

ପୂର୍ବରୁ ପାଞ୍ଚଥର ନୋଟିସ ହୋଇଥିବାବେଳେ ହାଜର ହୋଇନାହାନ୍ତି କେଜ୍ରିଓ୍ବାଲ । ଗତ ଫେବୃଆରୀ ୨ ତାରିଖରେ ହାଜର ହେବାକୁ ନୋଟିସ ହୋଇଥିଲା । ମାତ୍ର ସେ ଇଡି ଅଫିସରେ ହାଜର ହୋଇନଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com