ଅନ୍ୟାନ୍ୟ

ରାଜ୍ୟରେ ଶୀତର ଲହରୀ ଜାରି

ରାଜ୍ୟରେ ଖସିଲା ପାରଦ । କିଛି ଦିନ ହେବ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ, ଅନେକ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଅନେକ ସ୍ଥାନର ତାପମାତ୍ରା ହ୍ରାସ ହେବା ସହ କେତେକ ସ୍ଥାନରେ କୁହୁଡି ମଧ୍ୟ ବଢିଥିବାର ଦେଖିବାକୁ ମିଳିଛି ।

ଆଜି ଓ ଆସନ୍ତାକାଲି ଏହି କୁହୁଡି ଅନୁଭୂତି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ମଙ୍ଗଳବାର ଏବଂ ବୁଧବାର ରାଜ୍ୟରେ କେନ୍ଦୁଝରରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି, ଯାହାକି ରାଜ୍ୟର ସର୍ବନିମ୍ନ ତାପମାତ୍ରା ।

Related Articles

Back to top button
WP Twitter Auto Publish Powered By : XYZScripts.com