ଓଡ଼ିଶା

ରାଜ୍ୟରେ ବଢିଚାଲିଛି ବିଶ୍ୱବିଦ୍ୟାଳୟ ସଂଖ୍ୟା

ରାଜ୍ୟରେ ବଢିଚାଲିଛି ବିଶ୍ୱବିଦ୍ୟାଳୟ ସଂଖ୍ୟା । ମହାବିଦ୍ୟାଳୟ ଗୁଡିକୁ ବିଶ୍ୱବିଦ୍ୟାଳୟରେ ପରିଣତ ବି କରାଯାଉଛି । କିନ୍ତୁ ବିଡମ୍ବନାର କଥା ଅନେକ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଅଧ୍ୟାପକ ପଦବୀ ।

ବିଶ୍ୱବିଦ୍ୟାଳୟର ଅବସ୍ଥା ଏମିତି ଯେ ଅଧିକାଂଶ ଅତିଥି ଅଧ୍ୟାପକରେ ଚାଲିଛି ବିଭାଗ । ଏହି ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟରେ ଠିକା ନିଯୁକ୍ତି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ଶିକ୍ଷା ବିଭାଗ । ଏଣିକି ବିଶ୍ୱବିଦ୍ୟାଳୟରେ ଅବସରପ୍ରାପ୍ତ ଅଧ୍ୟାପକ ପଢାଇବେ ପାଠ ।

Related Articles

Back to top button
WP Twitter Auto Publish Powered By : XYZScripts.com