ଓଡ଼ିଶା

ପୁରୀରେ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଜୋରସୋର ପ୍ରଚାର

ପୁରୀ () ପୁରୀ କାଶିହରି ଗ୍ରାମରେ ପଞ୍ଚାୟତ ନିର୍ବାଚନ ପାଇଁ ବହୁ ଜୋରସୋର ଚାଲିଛି ପ୍ରଚାର । ମୁକ୍ତିକାନ୍ତ ପଣ୍ଡା ଓ କୁନା ବାରିକଙ୍କ ଭିତରେ ପ୍ରତି ଦ୍ବନ୍ଦିତା ବେଶ ଜୋରସୋର ଆଗେଇ ଚାଲିଛି ।

ତେବେ ଭୋଟ ଦାତା ମାନେ ଦଳୀୟ ଚିହ୍ନକୁ ଆଖି ଆଗରେ ନ ରଖି ସେମାନଙ୍କ ପାଇଁ ଯିଏ କାମ କରିବେ ତାଙ୍କୁ ଭୋଟ ଦେବା ପାଇଁ ସେମାନେ ସଙ୍କଳ୍ପବୋଧ ହୋଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com