ଜାତୀୟରାଜନୀତି

ଦେଶରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନରେ ସବୁଠାରୁ ଅଧିକ ମତଦାତା ଭୋଟ ଦେବେ ବୋଲି ଅନୁମାନ କରାଯାଇଛି

ଦେଶରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନରେ ସବୁଠାରୁ ଅଧିକ ମତଦାତା ଭୋଟ ଦେବେ ବୋଲି ଅନୁମାନ କରାଯାଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଆଗାମୀ ଲୋକସଭା ନିର୍ବାନ ପାଇଁ ମତଦାତା ସୂଚୀର ପୁନଃନିରୀକ୍ଷଣ ଫଳାଫଳ ମୁତାବକ ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି ।

ନୂଆ ଭୋଟରଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଦେଶର ମୋଟ ଜନସଂଖ୍ୟାର ୬୬.୭୬ ପ୍ରତିଶତ ଯୁବ ଭୋଟର ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com