ଓଡ଼ିଶା

ଗଛରେ ପିଟିହେଲା କୋଇଲା ବୋଝେଇ ଟ୍ରକ୍, ସିଟ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

ସୁବର୍ଣ୍ଣପୁର() ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ୍ ଅର୍ଜୁନପୁର ବୁର୍ଡା ରାସ୍ତାର ଏକ ଆମ୍ବ ଗଛରେ ପିଟି ହେଲା କୋଇଲା ବୋଝେଇ ଟ୍ରକ୍ । ନିଜ ସିଟରେ ଚାପି ହୋଇ ଟ୍ରକ୍ ଡ଼୍ରାଇଭରଙ୍କ ମୃତ୍ୟୁ । ଟ୍ରକଟି ଭାରସାମ୍ୟ ହରାଇ ଜୋରରେ ଆମ୍ବ ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଡ୍ରାଇଭରକୁ ଟ୍ରକକୁ କଟରରେ କାଟି ଉଦ୍ଧାର କରାଯାଇଛି । ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com