ଅନ୍ତର୍ଜାତୀୟରାଜନୀତି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦକ୍ଷିଣ କାରୋଲିନାର ‘ଡେମୋକ୍ରାଟିକ୍‌’ ପ୍ରାଇମେରି ବା ପ୍ରାରମ୍ଭିକ ନିର୍ବାଚନରେ ବିଜୟୀ ହୋଇଛନ୍ତି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦକ୍ଷିଣ କାରୋଲିନାର ‘ଡେମୋକ୍ରାଟିକ୍‌’ ପ୍ରାଇମେରି ବା ପ୍ରାରମ୍ଭିକ ନିର୍ବାଚନରେ ବିଜୟୀ ହୋଇଛନ୍ତି।

ଏହି ବିଜୟ ସହିତ ସେ ସାଉଥ କାରୋଲିନାର ନିର୍ବାଚନରେ ମେନୋସେଟା ପ୍ରତିନିଧି ଡିନ୍‌ ପିଲିପ୍ସ ଓ ଲେଖକ ମୈରିଏନ ୱିଲିୟମ୍ସଙ୍କ ସହ ଅନେକ ଡେମୋକ୍ରାଟିକ୍ସଙ୍କୁ ହରାଇ ଦେଇଛନ୍ତି। ତେବେ ସେ ନଭେମ୍ବର ନିର୍ବାଚନରେ ସେ ‘ରିପବ୍ଲିକାନ୍‌’ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍‌ଡ୍‌ ଟ୍ରମ୍ପଙ୍କୁ ପରାସ୍ତ କରିବେ ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com