ଅନ୍ୟାନ୍ୟ

ବ୍ରହ୍ମୋସର ଆଡଭାନ୍ସ ଭର୍ଜନର ସଫଳ ପରୀକ୍ଷଣ: ରହିଛି ସଠିକ୍ ମାରକ କ୍ଷମତା

ନୂଆଦିଲ୍ଲୀ : ଶନିବାର ଭାରତ ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ୱୋସର ଆଡଭାନ୍ସ ମଡେଲକୁ ପରୀକ୍ଷଣ କରିଛି । ଆଇଏନଏସ ଚେନ୍ନାଇ ତରଫରୁ କୁହାଯାଇଛି ଯେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଥିବା ନେଇ ଆଇଏନଏସ ଚେନ୍ନାଇ ତରଫରୁ କୁହାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ପରୀକ୍ଷଣ ସମୟରେ ମିଶାଇଲ ଏହାର ଟାର୍ଗେଟକୁ ଭେଦ କରିବାରେ ସକ୍ଷମ ହୋଇଛି । ଏହି ବ୍ରହ୍ମୋସର ଏହି ଆଡଭାନ୍ସ ଭର୍ଜନରେ ଅନେକ ଅପଡେଟ କରାଯାଇଛି । ଯାହା ପରେ ଏହାର ମାରକ କ୍ଷମତା ଅନେକ ଗୁଣ ବଢ଼ିଛି । ବହ୍ମୋସର ସଫଳ ପରୀକ୍ଷଣ ଆତ୍ମନିର୍ଭର ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।
ଏହା ପୂର୍ବରୁ ଭାରତ ଫୃବୁଆରୀ ରେ ବ୍ରହ୍ମୋସ ମିଶାଇଲର ପରୀକ୍ଷଣ କରିଥିଲା । ବର୍ତ୍ତମାନ ସମୟରେ ବ୍ରହ୍ମୋସ ମିଶାଇଲ ଟ୍ୟାଙ୍କ ଏବଂ ଅନ୍ୟ ମିଶାଇଲକୁ ଧ୍ୱଂସ କରିବାରେ ସକ୍ଷମ । ଫିଲିଫିନ ମଧ୍ୟ ଭାରତ ସହ ୩୭.୪ କୋଟି ଡଲାରର ଚୁକ୍ତି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com