ଓଡ଼ିଶା

ବୀରମିତ୍ରପୁର ପୌରପାଳିକା : ସରିଲା ନାମାଙ୍କନ, ଚୂଡାନ୍ତ ତାଲିକାକୁ ଅପେକ୍ଷା

ରାଉରକେଲା() ଗତ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲର ଆଜି ଥିଲା ଶେଷଦିନ । ବୀରମିତ୍ରପୁର ପୌରପାଳିକାର ୧୧କାଉନସିଲର ଓ ପୌରାଧ୍ୟକ୍ଷ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ସମେତ ଅନ୍ୟ ଦଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୧ କାଉନସିଲର ପାଇଁ ୩୬ ପ୍ରାର୍ଥି ନାମାଙ୍କନ ଦାଖଲ କରିଛନ୍ତି । ପୌରାଧ୍ୟକ୍ଷ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି କ୍ଷ ପୌରାଧ୍ୟକ୍ଷ ପାଇଁ ବିଜେଡିରୁ ସନ୍ଦୀପ ମିଶ୍ର, ବିଜେପିରୁ ସୁନୀଲ ତିୱାରୀ,କଂଗ୍ରେସରୁ ଶଶୀ ସାଗର ନାମାଙ୍କନ ଦାଖଲ କରିଛନ୍ତି । ଚୂଡାନ୍ତ ତାଲିକା ପ୍ରକାଶ ହୋଇ ସରିଲା ପରେ ଆରମ୍ଭ ହୋଇଯିବ ଜୋରଦାର ପ୍ରଚାର ।

Related Articles

Back to top button
WP Twitter Auto Publish Powered By : XYZScripts.com