ମନୋରଞ୍ଜନ

ପାକିସ୍ତାନୀ ୟୁଟ୍ୟୁବରଙ୍କ ସହ କାମ କରିବାକୁ ଚାହାନ୍ତି ଟିଭିର ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମା

ପାକିସ୍ତାନୀ ୟୁଟ୍ୟୁବରଙ୍କ ସହ କାମ କରିବାକୁ ଚାହାନ୍ତି ଟିଭିର ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମା। ପାକିସ୍ତାନୀ ୟୁଟ୍ୟୁବର୍ ନାଦିର ଅଲିଙ୍କ ସହ କପିଲ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି।

ୟୁଟ୍ୟୁବର୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କପିଲ ଶର୍ମା, ନାଦିରଙ୍କ ସହ କଲରେ କଥା ହେଉଥିବା ଶୁଣିବାକୁ ମିଳିଛି।

Related Articles

Back to top button