ମନୋରଞ୍ଜନ

ଅଭିନେତ୍ରୀ ବୈଷ୍ଣବି ଧନରାଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି

ସୋସିଆଲ ମିଡିଆରେ ଟେଲିଭିଜନ ଅଭିନେତ୍ରୀ ବୈଷ୍ଣବି ଧନରାଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀ ସାହାଯ୍ୟ ପାଇଁ ନିବେଦନ କରୁଥିବା ନଜର ଆସିଛନ୍ତି। ତାଙ୍କ ମୁହଁ ଏବଂ ଶରୀରରେ ଅନେକ ଆଘାତ ଚିହ୍ନ ରହିଛି।

ଭିଡିଓରେ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ମାଡ଼ ମାରିଥିଲେ। ସେ ଅନେକ ବଡ ବଡ ଟେଲିଭିଜନ ଶୋ’ର ଅଂଶ ହୋଇଆସୁଛନ୍ତି। ସେ କ୍ରାଇମ ଡ୍ରାମା ଶୋ ସିଆଇଡି, ତେରେ ଇଶ୍କ ମେଁ ଘାୟଲ ଏବଂ ବେପନାହ ପରି ଲୋକପ୍ରିୟ ଶୋ’ରେ ଏଅଭିନୟ କରିସାରିଛନ୍ତି।

Related Articles

Back to top button