ଓଡ଼ିଶା

ମାଲକାନଗିରିରେ ପୋଲିସ-ମାଓ ଗୁଳିବିନିମୟ, ଏନ୍‌କାଉଣ୍ଟରରେ ୨ ମହିଳା ମାଓବାଦୀ ନିହତ

ମାଲକାନଗିରି() ମାଲକାନଗିରି ଛତିଶଗଡର ଦାନ୍ତେଓାଡା କଟେକଲ୍ୟାଣ ଜଂଗଲରେ କମ୍ବିଂ ଅପରେଶନ ସମୟରେ ସୁକୁମା ଓ ଦାନ୍ତେଓ୍ବାଡା ପୁଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି। ନିହତ ମହିଳା ମାଓବାଦୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଏଥି ସହିତ ଘଟଣାସ୍ଥଳରୁ ୩ଟି ବନ୍ଧୁକ ଓ ବିପୁଳ ପରିମାଣରେ ଅସ୍ତ୍ର ଶସ୍ତ୍ର ଜବତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com