ରାଜନୀତି

ବିଜେପି ବିଧାୟକ ଦଳ ନେତା ବିଷ୍ଣୁଦେଓ ୧୩ ତାରିଖ ଦିନ ଶପଥ ନେବେ

ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳ ନେତା ବିଷ୍ଣୁଦେଓ ୧୩ ତାରିଖ ଦିନ ଶପଥ ନେବେ। ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।

ଶପଥପାଠ ପାଇଁ ସ୍ୱତନ୍ତ୍ର ଆୟୋଜନ ରାଜଧାନୀ ରାୟପୁରରେ କରାଯାଉଛି। ବୁଧବାର ଦିନ ୩ ଟାରେ ବିଷ୍ଣୁଦେଓ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ୧୯୯୦ରୁ ବିଜେପିର ପ୍ରମୁଖ ଆଦିବାସୀ ଚେହେରା ବନିଥିବା ବିଷ୍ଣୁଦେଓ ଦଳର ଅନେକ ପଦପଦବୀରେ କାମ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com