ଅନ୍ୟାନ୍ୟ

ଚୀନରେ ବଡ ଧରଣର ବିମାନ ଦୁର୍ଘଟଣା : ପାହାଡରେ ପିଟିହେବା ପରେ ଲାଗିଲା ନିଆଁ, ଥିଲେ ୧୩୩ ଯାତ୍ରୀ

ବେଜିଂ : ଚୀନରେ ବଡ ଧରଣର ବିମାନ ଦୁର୍ଘଟଣା । ବୋଇଂ ୭୩୭ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା । ଏହି ବିମାନରେ ପ୍ରାୟ ୧୩୩ ଯାତ୍ରୀ ଥିଲେ । ତେବେ କାହାର ମୃତାହତ ନେଇ କୌଣସି ସୂଚନା ମିଳିପାରିନି । ପାହଡରେ ପିଟିହେବା ପରେ ବିମାନରେ ଲାଗିଯାଇଥିଲା ନିଆଁ । ଫଳରେ ବଡ ଦୁର୍ଘଟଣା ଘଟିଛି । ସୂଚନା ଥାଉକି, ବିମାନଟି କୁମିଂରୁ ଗୁଆଁଝୋଁ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଗୁଆଙ୍ଗସି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com