Featuredଅନ୍ତର୍ଜାତୀୟ

ଋଷ-ୟୁକ୍ରେନ ଯୁଦ୍ଧକୁ ପୁରିଲା ବର୍ଷେ

ଋଷ-ୟୁକ୍ରେନ ଯୁଦ୍ଧକୁ ଆଜି ବର୍ଷ ପୁରିଛି । ଗତ ବର୍ଷ ଫେବୁଆରୀ ୨୪ ତାରିଖ ସ୍ୱତନ୍ତ୍ର ମିଲିଟାରୀ ଅପରେସନ ଆରମ୍ଭ କରିଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଯୁଦ୍ଧ ଯୋଗୁ ପ୍ରାୟ ୧୦ ହଜାର ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି । ଯୁଦ୍ଧରେ ହଜାର ହଜାର ସୈନକ ପ୍ରାଣ ହରାଇଥିବା ବେଳେ ଏବେବି ଯୁଦ୍ଧ ଜାରି ରହିଛି ।

କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି । ଏବେ ଯୁଦ୍ଧକୁ ବର୍ଷରେ ପୁରିଥିଲେ ବି ହାର ମାନିବା ସ୍ଥିତିରେ ନାହିଁ ୟୁକ୍ରେନ । ଆମେରିକା ଏବଂ ନାଟୋ ଦେଶଙ୍କଠୁ ଆର୍ଥିକ ଏବଂ ସାମରିକ ସାହାଯ୍ୟ ପାଇଁ ଋଷ ସେନା ସହ କଡା ଟକ୍କର ଦେଉଛି ୟୁକ୍ରେନ ।

Related Articles

Back to top button
WP Twitter Auto Publish Powered By : XYZScripts.com