ଓଡ଼ିଶା

ସିନେମା ସୁଟିଂ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା, ଅଭିଯୁକ୍ତଙ୍କୁ ଖୋର୍ଦ୍ଧାରୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ସିନେମା ସୁଟିଂ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏପରି ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଛି ପୋଲିସ । ଅଧିକ ତଦନ୍ତ ଲାଗି ପଚରାଉଚରା ଜାରି ରହିଛି ପୋଲିସ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ଖବର ଅନୁଯାୟୀ, ଗତ ମାର୍ଚ୍ଚ ୪ତାରିଖ ଦିନ ରାତିରେ ସୁଟିଂ ବାହାନାରେ ଯୁବତୀଙ୍କ ଘରୁ ଡାକି ଆଣିଥିଲେ । ପରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହିକ୍ରମରେ ଅଭିଯୁକ୍ତ ସରୋଜ ବିଶ୍ୱାଳକୁ ଖୋର୍ଦ୍ଧାରୁ ଗିରଫ କରିଛି ଭରତପୁର ଥାନା ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com