ଜାତୀୟମନୋରଞ୍ଜନ

ମସ୍ତିରେ ଡ୍ୟାନ୍ସ କରୁଥିଲେ ଉର୍ଫି ଜାଭେଦ, କ୍ୟାମେରା ଆଗରେ ଖସିଗଲା ଟପ୍ ଆଉ ତାପରେ…

ମୁମ୍ବାଇ() ସୋସିଆଲ୍ ମିଡିଆ ସେନ୍ସେସନ୍ ଉର୍ଫି ଜାଭେଦ ତାଙ୍କ ନିଆରା ଫ୍ୟାସନ୍ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ପ୍ରାୟ ସବୁ ଦିନ ଉର୍ଫିଙ୍କ ଭିଡିଓ ଭାଇରାଲ୍ ହୋଇଥାଏ । ଯେଉଁ ଭିଡିଓରେ ତାଙ୍କର ବୋଲ୍ଡ ଅନ୍ଦାଜ ଦେଖିବାକୁ ମିଳିଥାଏ । କିନ୍ତୁ ଏଥର ଉର୍ଫି ଏମିତି ଡ୍ରେସ୍ ପିନ୍ଧିଥିଲେ ଯେଉଁଥିପାଇଁ ସେ କ୍ୟାମେରା ସାମ୍ନାରେ ଉପ୍ସ ମୁମେଣ୍ଟର ଶିକାର ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଭାଇରାଲ୍ ଭିଡିଓରେ ଉର୍ଫି ଜାଭେଦ ଟ୍ୟୁବ୍ ଟପ୍ ପିନ୍ଧିଥିବାର ଦେଖିବାକୁ ମିଳିଛି । ଭିଡିଓରେ ସେ ଦିଲବର୍ ଗୀତରେ ଠୁମକା ଲଗାଉଥିବା ଦେଖିବାକୁ ମିଳିଥିଲା । ଡ୍ୟାନ୍ସ କରିବା ସମୟରେ ତାଙ୍କ ଟପ୍ ତଳକୁ ଖସିଯାଉଛି । ଯେତେବେଳେ ଉର୍ଫିଙ୍କୁ ଏ ବିଷୟରେ ଜଣାପଡେ ସେ ଡ୍ୟାନ୍ସ ବନ୍ଦ କରି ନିଜ ଟପ୍‌କୁ ଉପରକୁ ଉଠାଇଥିଲେ ଏବଂ ହସିବାକୁ ଲାଗିଥିଲେ । ଏହାପରେ ସେ ପୁଣି ଥରେ ଡ୍ୟାନ୍ସ କରିବାକୁ ଲାଗିଥିଲେ ।

<

 

View this post on Instagram

 

A post shared by Uorfi (@urf7i)

/h4>

ଉର୍ଫି ପ୍ରଥମ ଥର ତ ଟପ୍‌କୁ ସମ୍ଭାଳି ନେଇଥିଲେ । କିନ୍ତୁ ପୁଣି ଥରେ ତାଙ୍କ ଟପ୍ ତଳକୁ ଖସିଯାଇଥିଲା । ଏଥର କିନ୍ତୁ ତାଙ୍କ ଟପ୍‌ ଅଧିକ ତଳକୁ ଖସିଯାଇଥିଲା । ତେବେ ସେ ତୁରନ୍ତ ତାଙ୍କ ଟପ୍‌କୁ ଧରିପକାନ୍ତି ଏବଂ ଅଜବ ପ୍ରକାରର ରିଆକସନ୍ ଦିଅନ୍ତି । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com