ଓଡ଼ିଶା

ପଶ୍ଚିମରେ ଅସହ୍ୟ ତାତି, ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ…

ଭୁବନେଶ୍ୱର() ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ବଲାଙ୍ଗୀର ଓ ସୋନପୁର । ଗତକାଲି ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀର ଓ ସୋନପୁରର ତାପମାତ୍ରା ଥିଲା ୪୩ ଡିଗ୍ରୀ । ଆଜି ବି ରାଜ୍ୟର ପାଗ ଶୁଖିଲା ରହିବ ଓ ଟାଣ ଖରା ସହ ତାପମାତ୍ରା ଅଧିକ ରହିବ ବୋଲି ଜଣାପଡ଼ିଛି । ଆସନ୍ତାକାଲିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ତିନି ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com