ଜାତୀୟ

ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି, ୧୯୯୯ ବିମାନ ଅପହରଣ ଘଟଣାରେ ସଂପୃକ୍ତ ମୁସ୍ତାକ ଅହମ୍ମଦ ଜରଗର ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ() ମୁସ୍ତାକ ଅହମ୍ମଦ ଜରଗରକୁ ଆତଙ୍କବାଦୀ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ । ମୁସ୍ତାକ ଅଲ୍-ଉମର-ମୁଜାହିଦ୍ଦିନର ପ୍ରତିଷ୍ଠାତା ଏବଂ ଚିଫ୍ କମାଣ୍ଡର ଅଛି ।

ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେବା ସହ ମୁସ୍ତାକ ଅହମ୍ମଦ ଜରଗରଙ୍କୁ ଆତଙ୍କବାଦୀ ଘୋଷଣା କରିଛି । ଜରଗରକୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ ୧୯୬୭ ଅଧିନରେ ଆତଙ୍କବାଦୀ ଘୋଷିତ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଜରଗର ୧୯୯୯ର ଇଣ୍ଡିଆନ ଏୟାରଲାଇନ୍ସର ବିମାନକୁ ହାଇଜାକ୍ କରିବା ଘଟଣାରେ ମୁକ୍ତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com