ଓଡ଼ିଶା

ପୋଖରୀ ଖୋଳାକୁ ଅଶାନ୍ତ କନ୍ଧପାଳ, ଗୁଳିମାଡ଼ରେ ଗଲା ଜଣଙ୍କ ଜୀବନ

ଢେଙ୍କାନାଳ() ସଦର ଥାନା କନ୍ଧପାଳ ଗାଁରେ ଗୁଳିମାଡ଼ । ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଖରୀ ଖୋଳାକୁ ନେଇ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ମୃତ ବ୍ୟକ୍ତିଙ୍କ ନାମ ଦଳେଇ ନାୟକ ବୋଲି ଜଣାପଡ଼ିଛି ।

Dhenkanal Firing For Pond One Death

ଗୁଳିମାଡ଼ ପରେ ଫେରାର୍ ହୋଇ ଯାଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କିଏ, କେଉଁ ପରିସ୍ଥିତିରେ ଗୁଳିମାଡ଼ କଲା ତାର ତଦନ୍ତ କରୁଛି ସଦର ଥାନା ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com