ମନୋରଞ୍ଜନ

ଆତଙ୍କବାଦୀଙ୍କ ଟାର୍ଗେଟରେ ସିଙ୍ଗର

ଆତଙ୍କବାଦୀଙ୍କ ଟାର୍ଗେଟରେ ପଞ୍ଜାବର ଲୋକପ୍ରିୟ ଗାୟିକା ଗିପ୍ପି ଗ୍ରଓ୍ବୋଲଙ୍କ। କାନାଡ଼ାରେ ଥିବା ତାଙ୍କ ଘର ବାହାରେ ଶନିବାର ରାତିରେ ଜୋରଦାର୍‌ ଫାୟାରିଂ ହୋଇଥିଲା। ଏଥିରେ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି।

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଗ୍ରୁପ୍‌ ଏହି ଆକ୍ରମଣ ପଛରେ ଥିବା ସ୍ପଷ୍ଟ କରିଛି। ତେବେ ଏହି ଖବର ଜଣାପଡ଼ିବା ପରେ ପଞ୍ଜାବୀ ଫିଲ୍ମଜଗତରେ ଭୟର ବାତାବରଣ ଖେଳିଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com