ଜାତୀୟ

ଏଣିକି ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ବସ ଟିକେଟ୍ ବୁକ୍ କରିପାରିବେ

ଏଣିକି ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ବସ ଟିକେଟ୍ ବୁକ୍ କରିପାରିବେ । ଏପ୍ରିଲ ୧୦ରୁ ଏହି ସୁବିଧା ଆରମ୍ଭ ହୋଇଛି । ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ(DTC) ଦ୍ୱାରା ଏହି ସୁବିଧା ଲାଗୁ କରାଯାଇଛି ।

ଏହି ସୁବିଧା ଅନ୍ତର୍ଗତ କେବଳ ଦିଲ୍ଲୀ DTCବାସୀ ଉପକୃତ ହେବେ । ପୂର୍ବରୁ ଦିଲ୍ଲୀ ମେଟ୍ରୋରେ ଯାତାୟାତ କରିବା ପାଇଁ ହ୍ୱାଟ୍ସଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରିବା ସୁବିଧା ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com