ଓଡ଼ିଶା

ନକ୍ସଲପନ୍ଥିଙ୍କ ଯୋଜନା ଭଣ୍ଡୁର

ମାଲକାନଗିରି: ମାଲକାନଗିରି-ଛତିଶଗଡ ସିମାନ୍ତ ସୁକମା ଜିଲ୍ଲାରେ ନକ୍ସଲପନ୍ଥିଙ୍କ ଯୋଜନା ଭଣ୍ଡୁର। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଖଞ୍ଜିଥିଲେ ବୋମା । ସିଆରପିଏଫ ଯବାନମାନେ ଏହି ଲ୍ୟାଣ୍ଡମାଇନ ଠାବ କରି ନିଷ୍କ୍ରିୟ କରିଛନ୍ତି । ସୁକୁମା ଜିଲ୍ଲା ପାଲମପଲ୍ଲୀ ଥାନା ଅନ୍ତର୍ଗତ ଅତୁଲପାରା ଜଙ୍ଗଲରେ ମାଓବାଦୀମାନେ ପୋଲିସକୁ ଟାର୍ଗେଟ କରି ମାଟି ତଳେ ଏହି ଲେଣ୍ଡମାଇନ ପୋତିଥିଲେ । ଯବାନମାନେ ଏହି ରାସ୍ତା ଦେଇ କୁମ୍ୱିଂ  ଅପରେସନରେ ଯାଉଥିବା ବେଳେ ଲେଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ୫ କିଲୋଗ୍ରାମ ଓଜନର ବୋମା ଠାବ କରିଥିଲେ । ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଞ୍ଚି ବୋମାକୁ  ନିଷ୍କ୍ରିୟ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com