ଓଡ଼ିଶା

ତୈଳ ଓ ରନ୍ଧନ ଗ୍ୟାସ୍‌ର ଦାମ୍‌ ବୃଦ୍ଧି ନେଇ ଯୁବ କଂଗ୍ରେସର ବିକ୍ଷୋଭ

ଭଦ୍ରକ: ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ଯୁବ କଂଗ୍ରେସର ବିକ୍ଷୋଭ । ଭଦ୍ରକ ଯୁବ କଂଗ୍ରେସ କମିଟି ପକ୍ଷରୁ ସହରରେ ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଥାଶୀଘ୍ର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଦାବି କରାଯାଇଛି । ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା ସଭାପତି ହେମନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ଦର ବୃଦ୍ଧକୁ ନେଇ ବିଭିନ୍ନ ସ୍ଲୋଗାନ୍‌ ସହ ସହରରେ ଶୋଭାଯାତ୍ରା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com