ଜାତୀୟ

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ରୋଡରେଜ୍ ମାମଲାରେ ନବଜୋତ ସିିଂହ ସିଦ୍ଧୁଙ୍କୁ ଜେଲ୍

ନୂଆଦିଲ୍ଲୀ: ନବଜୋତ ସିଂହ ସିଦ୍ଧୁଙ୍କୁ ଝଟକା । ରୋଡରେଜ୍ ମାମଲାରେ ସିଦ୍ଧୁଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ । ଏକ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୧୯୮୮ର ରୋଡରେଜ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟରେ ଏହି ଶୁଣାଣି କରିଛନ୍ତି ।

ମାମଲାରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ନବଜୋତ ସିଂ ସିଦ୍ଧୁ ପୂର୍ବରୁ ଏହି ପ୍ରସଙ୍ଗରେ ଆଶ୍ୱସ୍ତି ପାଇଥିଲେ । କିନ୍ତୁ ସେହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ରିଭ୍ୟୁ ପିଟିସନ ଦାୟର କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com