ଓଡ଼ିଶା

ପୂଜା ସାମଗ୍ରୀ ଦୋକାନରେ ଅଗ୍ନୀକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଜନିଷ ପତ୍ର

ଆଠଗଡ଼: କଟକ ଜିଲ୍ଲା ଖୁଣ୍ଟୁଣି ଥାନା ବଜାର ପେଟୋଲ ପମ୍ପ ପଛପାଖରେ ଥିବା ପୂଜା ସାମଗ୍ରୀ ଦୋକାନରେ ବିଦୁତ୍ ସଟ୍ ସର୍କିଟ ଯୋଗୁଁ ଅଗ୍ନୀକାଣ୍ଡ ଘଟିଥିଲା । ଖୁଣ୍ଟୁଣି ଅଞ୍ଚଳର ପଙ୍କଜ ଜେନାଙ୍କ ପୂଜା ସାମଗ୍ରୀ ଦୋକାନ ସଂପୂର୍ଣ୍ଣ ପୋଡିଯାଇଛି। ଯାହାଫଳରେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡିଯାଇଥିବା ବେଳେ  ଆଠଗଡ଼ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି  ।

Related Articles

Back to top button
WP Twitter Auto Publish Powered By : XYZScripts.com