ଓଡ଼ିଶା

ଏସଟିଏଫ କବ୍‌ଜାରେ ରବିବାର ବଜ୍ରକାପ୍ତା ସ୍ମଗଲର

କଳାହାଣ୍ଡି : ଏସଟିଏଫ କବ୍‌ଜାରେ ରବିବାର ବଜ୍ରକାପ୍ତା ସ୍ମଗଲର ଜିତେନ୍ଦ୍ର କୁମାର ଧରାପଡିଛି । ତାଙ୍କଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ତେବେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଭବାନୀପାଟଣା-ମଦନପୁର ମଝି କର୍ଣ୍ଣିଖୁଣ୍ଟି ନିକଟରେ ବିକ୍ରି ହେବା ନେଇ ଡିଲ୍ ଚାଲିଥିବା ସମୟରେ ଏସଟିଏଫ ରେଡ୍ କରିଥିଲା । ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com