ଅନ୍ୟାନ୍ୟ

ଉତ୍ତରପ୍ରଦେଶରେ ବଡ଼ ଧରଣର ଦୁର୍ଘଟଣା, ୭ ମୃତ

ଲଖିମପୁର: ଉତ୍ତରପ୍ରଦେଶ ବାହାରେଚରେ ବଡ଼ ଧରଣର ଦୁର୍ଘଟଣାରେ ୭ଜଣ ପ୍ରାଣ ହରାଇଥିବାବେଳେ  ୧୨ ଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଲୋକ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାହାରେଚ-ଲଖିମପୁର ଖେରି ରାଜପଥର ନେନିହାଠାରେ ଏକ ଟେମ୍ପୋ ଟ୍ରାଭେଲର ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com