ମନୋରଞ୍ଜନ

ସୀମା ବିବାଦ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ତେଲୁଗୁ ଚଳଚ୍ଚିତ୍ରରେ ବିବାଦୀୟ ଦୃଶ୍ୟ

ସୀମା ବିବାଦ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ତେଲୁଗୁ ଚଳଚ୍ଚିତ୍ରରେ ବିବାଦୀୟ ଦୃଶ୍ୟ। ବିବାଦୀୟ ଭୂଖଣ୍ଡ କୋଟିଆ ଆନ୍ଧ୍ରର ବୋଲି ଦର୍ଶାଇଲା ଚଳଚ୍ଚିତ୍ର ‘ଏକ୍ସଟ୍ରା ଅଡିନାରି ମ୍ୟାନ୍‌’।

ଏପରିକି କୋଟିଆର ଛବିକୁ ମଳିନ କରିବାକୁ ପଛାଇ ନାହାନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ। ସିନେମାର ଖଳନାୟକ ନିଶା ବ୍ୟବସାୟ ନିମନ୍ତେ ଏହି ଅଞ୍ଚଳକୁ ଅକ୍ତିଆର କରି କୋଟିଆବାସୀଙ୍କୁ ନିର୍ଯାତନା ଦେବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com