ଓଡ଼ିଶା

ମ୍ୟାଚ୍ ଦେଖିବାକୁ ବାରବାଟୀ ଆସିବେ ସୌରଭ ଗାଙ୍ଗୁଲି, ରଖିଲେ ଓସିଏର ନିମନ୍ତ୍ରଣ

କଟକ: ଆସନ୍ତା ରବିବାର ବାରବାଟୀରେ ଖେଳାଯିବ ସାଉଥ ଆଫ୍ରିକା ଓ ଭାରତ ମଧ୍ୟରେ T-20 ମୁକାବିଲା । ଏଥିପାଇଁ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ଗତକାଲି ଉଭୟ ଦେଶର ଖେଳାଳି କଟର ବାରବାଟୀ ଷ୍ଟାଡିୟମରେ ନେଟ୍ ପ୍ରାକ୍ଟିସ କରିବାର କାର୍ଯ୍ୟକ୍ରମ ରହିଛି ।

ଏବେ କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଆସିବେ ବିସିସିଆଇ ବସ୍ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି । ମ୍ୟାଚ୍ ଦେଖିବାକୁ ସେ ବାରବାଟୀ ଆସିବେ ବୋଲି ଜଣାପଡିଛି । ଓସିଏର ନିମନ୍ତ୍ରଣ ରଖି ମ୍ୟାଚ ଦେଖିବାକୁ ସୌରଭ
ଆସିବେ ବୋଲି ଓସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com