ଓଡ଼ିଶା

ଜୁନ୍ ୧ରୁ ୧୨ ମଧ୍ୟରେ ୧୦.୭ମି.ମି. ବର୍ଷା ରେକର୍ଡ, ସ୍ବାଭାବିକ ତୁଳନାରେ ୭୯ ପ୍ରତିଶତ କମ୍

ଭୁବନେଶ୍ବର: ରାଜ୍ୟରେ ୨୦୨୨ ମସିହା ଜୁନ୍ ୧ରୁ ଜୁନ୍ ୧୨ ମଧ୍ୟରେ ୧୦.୭ ମି.ମି. ବର୍ଷା ରେକର୍ଡ କରାଯାଇଛି ।  ଯାହା ସ୍ବାଭାବିକ ବର୍ଷା ୫୦.୮ ମି.ମି. ତୁଳନାରେ ୭୯ ପ୍ରତିଶତ କମ୍ ରହିଛି । ଏହି ସମୟ ପରିଧି ମଧ୍ୟରେ ୩ଟି ଜିଲ୍ଲାରେ ବର୍ଷା ଆଦୌ ହୋଇନଥିବା ବେଳେ (୧୦୦ ପ୍ରତିଶତ ନିଅଣ୍ଟିଆ) ୩ ଜିଲ୍ଲାରେ ନିଅଣ୍ଟିଆ (୨୦ ପ୍ରତିଶତରୁ ୫୯ ପ୍ରତିଶତ) ଏବଂ ୨୪ ଜିଲ୍ଲାରେ ଅଧିକ ନିଅଣ୍ଟିଆ (୬୦ ପ୍ରତିଶତ କିମ୍ବା ଅଧିକ) ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com