Featuredରାଜନୀତି

ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବରର ଦ୍ୱିତୀୟ ସପ୍ତାହରୁ ଆରମ୍ଭ

ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବରର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇ ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ୨୫ ଡିସେମ୍ବରରେ ଶେଷ ହୋଇପାରେ । ନ୍ୟୁଜ ଏଜେନ୍ସି ପିଟିଆଇ ବୁଧବାର ଦିନ ଏକ ସୁତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି ।

ସୂତ୍ର ଅନୁଯାୟୀ, ଶୀତକାଳୀନ ଅଧିବେଶନ ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ଼, ମିଜୋରାମ ଏବଂ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନର ଫଳାଫଳ ୩ ଡିସେମ୍ବରର କିଛି ଦିନ ପରେ ଘୋଷଣା ହେବାର ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com