Featuredଜାତୀୟ

ଲୋକସଭାରେ ଆଗତ ହେଲା ୱାକଫ୍ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ୱାକଫ୍ ବିଲ୍ । ଆଇନମନ୍ତ୍ରୀ କିରେନ ରିଜିଜୁ ଏହାକୁ ଆଗତ କରୁଛନ୍ତି । ସଂସଦରେ ଏହି ବିଲକୁ ନେଇ ୮ ଘଣ୍ଟା ଧରି ଆଲୋଚନା କରାଯିବ । ବିଲ ଆଗତ ହେବା ପରେ ପ୍ରଥମେ କଂଗ୍ରେସ ଏହାକୁ ବିରୋଧ କରିଥିଲା । ପରବର୍ତ୍ତୀ ସମୟରେ ଉଭୟ ଏନଡିଏ ଓ ଇଣ୍ଡି ମେଂଟର ସଦସ୍ୟମାନେ କରିଥିଲେ ଭୋଟ । କିଛି ସପକ୍ଷରେ ଦେଉଥିବା ବେଳେ କିଛି ଏହାକୁ ବିରୋଧ କରି ଦେଉଛନ୍ତି ଭୋଟ ।

Related Articles

Back to top button
WP Twitter Auto Publish Powered By : XYZScripts.com