Featuredଓଡ଼ିଶାଜାତୀୟ

ଇତିହାସ ରଚିଲା କଟକ ସହର, ୨୦ ମିନିଟ୍ ରେ ୨୩ ହଜାର କାଗଜ ଡଙ୍ଗା ତିଆରି କରି ଗିନିଜ ୱାର୍ଲ୍ଡ ରେକର୍ଡ

ଭୁବନେଶ୍ୱର: ଇତିହାସ ରଚିଲା କଟକ ସହର । ୨୦ ମିନିଟ୍ ରେ ୨୩ ହଜାର କାଗଜ ଡଙ୍ଗା ତିଆରି କରି ଗିନିଜ ୱାର୍ଲ୍ଡ ରେକର୍ଡ କରିବାରେ ସଫଳ ହୋଇଛି କଟକ । ଆଜି ଗୀନିଜ୍ ୱାଲ୍ଡ ରେକର୍ଡ ପକ୍ଷରୁ ପାଖାପାଖି ୬୦ ଜଣ ଅଫିସିଆଲ୍ ଆସିଥିଲେ। ଏହି କାର୍ଯ୍ୟକ୍ରମରେ କଟକ ସହରର୨୨ ଟି ସ୍କୁଲର ୨୨୩୪ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। କଟକ ବାରବାଟି ଷ୍ଟାଡିୟମ୍ ରେ ଏହାର ଆୟୋଜନ କରାଯାଇଥିଲା। ବାଲିଯାତ୍ରାକୁ ବିଶ୍ଵ ଦରବାରରେ ପ୍ରସିଦ୍ଧି ପାଇଁ କରାଯାଇଥିବା ଏହି ପ୍ରୟାସ ଆଜି ସଫଳ ହୋଇଛି ବୋଲି କହିଛନ୍ତି କଟକ ମହାନଗର ନିଗମର ମେୟର ଓ ଜିଲ୍ଲାପାଳ ।

 

Related Articles

Back to top button
WP Twitter Auto Publish Powered By : XYZScripts.com