Featuredଓଡ଼ିଶା

ନୂଆବର୍ଷରେ ଶ୍ରୀମନ୍ଦିରକୁ ଲାଗିବ ନୂଆ ରାସ୍ତା

ନୂଆବର୍ଷରେ ଶ୍ରୀମନ୍ଦିରକୁ ଲାଗିବ ନୂଆ ରାସ୍ତା । ଏଣିକି ଭକ୍ତ ଓ ଭଗବାନଙ୍କ ମିଳନ ହେବ ଆହୁରି ସହଜ । ପୁରୀ ଶ୍ରୀମନ୍ଦିର ପାଇଁ ଆରମ୍ଭ ହେଉଛି ନୂଆ ଯୋଜନା ।

ଆସନ୍ତା ନୂଆ ବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁଗମ ହୋଇପାରିବ ବୋଲି ଜାଣିବାକୁ ମିଳିଛି । ବଡ଼ ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା । ଏହି ଟନେଲ ଦେଇ ସିଂହଦ୍ୱାର ପର୍ଯ୍ୟନ୍ତ ପହଞ୍ଚିପାରିବେ ଭକ୍ତ । ସୂଚନା ଅନୁସାରେ, ମରିଚିକୋଟ ଛକରୁ ଆରମ୍ଭ ହୋଇ ସିଂହଦ୍ୱାର ପର୍ଯ୍ୟନ୍ତ ଏହି ଟନେଲ ବ୍ୟବସ୍ଥା କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com