ଜାତୀୟ

ଖଲ୍ଲିକୋଟ ହିଂସାକୁ ନେଇ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ

ଖଲ୍ଲିକୋଟ ହିଂସାକୁ ନେଇ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଥାନା ଆଗରେ ଉତ୍ତେଜନା ପରେ ୧୪୪ ଧାରା ଲାଗୁ ହୋଇଛି । ଥାନା ଠାରୁ ୧୦୦ ମିଟର ପରିଧି ମଧ୍ୟରେ କଟକଣା ଜାରି ହୋଇଛି ।

ଖଲ୍ଲିକୋଟ ଅଞ୍ଚଳରେ ନିର୍ବାଚନୀ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ଯୋଗୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com