ଓଡ଼ିଶା

ରାଜଧାନୀରେ ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା, ଭଡ଼ାଘରୁ ମିଳିଲା ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ଛାତ୍ରୀ ଜଣଙ୍କ ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍‌ରେ ଏମ୍‌ସିଏ ପଢ଼ୁଥିଲେ । ଭଡ଼ା ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com