ଅନ୍ତର୍ଜାତୀୟ

LACର ୧୫୦ ମିଟର ମଧ୍ୟରେ ରାସ୍ତା ନିର୍ମାଣ କଲା ଚୀନ

ନୂଆଦିଲ୍ଲୀ: ତାୱାଙ୍ଗ ଅଂଚଳରେ ଭାରତୀୟ ସେନାକୁ ପରାସ୍ତ କରିବା ପାଇଁ ନୂତନ ସାମରିକ ଏବଂ ପରିବହନ ଭିତ୍ତିଭୂମି ନିର୍ମାଣ କରିଛି ଚୀନ । ଯାହାଫଳରେ ଚୀନ ଯେତେବେଳେ ଚାହିଁବ ସେତେବେଳେ ନିଜର ସେନାମାନଙ୍କୁ ଏହି ଅଂଚଳକୁ ପଠାଇ ପାରିବ । ସେଥିପାଇଁ ଚୀନ, ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲର ୧୫୦ ମିଟର ବ୍ୟାସାର୍ଦ୍ଧରେ ପହଁଚି ସାରିଲାଣି ।

ଅରୁଣାଂଚଳ ପ୍ରଦେଶର ତାୱାଙ୍ଗରେ ଚୀନ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ୧୦ ଦିନରୁ ଅଧିକ ବିତିଗଲାଣି । ଲଦାଖର ଗଲୱାର ଉପତ୍ୟକାରେ ହୋଇଥିବା ହିଂସାକାଣ୍ଡ ପରେ ଏହା ସବୁଠାରୁ ହିଂସାତ୍ମକ ସଂଘର୍ଷ ହୋଇଛି । ଉପଗ୍ରହ ଫଟୋଗ୍ରାଫ ଆଧାରରେ ଅଷ୍ଟ୍ରେଲୀୟ ବିଶେଷଜ୍ଞ ସୂଚନା ଦେଇଛନ୍ତି, ଭାରତ ଚୀନ ଉପରେ ନିଜର ରଣନୀତିକ ସଂପର୍କ ବୃଦ୍ଧି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com