ଜାତୀୟ

ଖୁବଶୀଘ୍ର ମାଗଣା ୫ଜି ସେବାର ଯୁଗ ଶେଷ ହେବାକୁ ଯାଉଛି

ଖୁବଶୀଘ୍ର ମାଗଣା ୫ଜି ସେବାର ଯୁଗ ଶେଷ ହେବାକୁ ଯାଉଛି । ବର୍ତମାନ ଦେଶରେ ୫ଜି ସେବା ଯୋଗାଉଥିବା ଦୁଇଟି ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ୍ ୫ଜି ଇଂଟରନେଟ୍ ଉପରେ ଲଗାଇବାକୁ ଯାଉଛନ୍ତି ଅତିରିକ୍ତ ଚାର୍ଜ ।

ଟେଲିକମ୍ ବିଶେଷଜ୍ଞଙ୍କ କହିବା ମୁତାବକ, ୨୦୨୪ ସେପ୍ଟେମ୍ବର ମାସ ବେଳକୁ ଦୁଇଟି ଯାକ ଟେଲିକମ୍ କମ୍ପାନୀ ନିଜର ଟାରିଫରେ ୨୦ ପ୍ରତିଶତ ବୃଦ୍ଧି କରିପାରନ୍ତି । ୫ଜିରେ ନିବେଶ କରିଥିବା ଟଙ୍କାକୁ ଏହି ଉପାୟରେ ଗ୍ରାହକଙ୍କଠାରୁ ଅସୁଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇଟି ଯାକ କମ୍ପାନୀ ।

Related Articles

Back to top button
WP Twitter Auto Publish Powered By : XYZScripts.com