କ୍ରୀଡ଼ା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି ରାଜ୍ୟଗୁଡ଼ିକର କ୍ରିକେଟ ପ୍ରତିଭାଙ୍କୁ ଆଗକୁ ବଢ଼ାଇବା ପାଇଁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି। ଶିଲଂ, ଇଟାନଗର, କୋହିମା, ଆଇଜଲ, ଇମ୍ଫାଲ ଓ ଗାଙ୍ଗଟକ୍‌ରେ ଏହି ୬ଟି ଏକାଡେମୀ ସ୍ଥାପନ ହେବ।

Related Articles

Back to top button