କ୍ରୀଡ଼ା

ଆଇପିଏଲ-୨୦୨୪ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି

ଆଇପିଏଲ-୨୦୨୪ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ସୋସିଆଲ ମିଡିଆରେ ଲଗାତାର ମ୍ୟାଚ ବେଳର ବିଭିନ୍ନ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି ।

ତେବେ ଏହିସବୁ ଘଟଣାକୁ ନେଇ ଆକ୍ସନ ମୋଡକୁ ଆସିଛି ବିସିସିଆଇ । ବିସିସିଆଇ ବର୍ତ୍ତମାନ ସମସ୍ତଙ୍କୁ ଏହି ଆଦେଶ ଜାରି କରିଛି । କୌଣସି ଖେଳାଳି ବା କମେଣ୍ଟେଟର ଏହି ନିୟମ ଭାଙ୍ଗିଲେ ଏଥିପାଇଁ ଦଣ୍ଡବିଧାନ ରହିବ । ଏଥିପାଇଁ ଅଭିଯୁକ୍ତଙ୍କୁ ୯ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ବିସିସିଆଇ ସୂଚାଇ ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com