![](https://i0.wp.com/odia.mobilenews24x7.com/wp-content/uploads/2022/07/samantha_akshay-sixteen_nine.webp?resize=780%2C470&ssl=1)
ମୁମ୍ବାଇ: କରଣ ଜୋହରଙ୍କ ପପୁଲାର ଚିଟ୍-ଚାଟ୍ ଶୋ’ କଫି୍ ୱିଥ୍ କରଣ୍ ଖୁବ୍ ଚର୍ଚ୍ଚାରେ । ଗୋଟିଏ ପରେ ଗୋଟିଏ ଏହାର ଏପିସୋଡ୍ କମାଲ୍ କରୁଛି । ପ୍ରଥମ ଦିନରେ ପ୍ରଥମ ଏପିସୋଡ୍ ରେକର୍ଡ ଭାଙ୍ଗିଥିଲା । ଯେଉଁଥିରେ ନଜର ଆସିଥିଲେ ଆଲିଆ ଭଟ୍ଟ ଏବଂ ରଣବୀର ସିଂ । ଦ୍ବିତୀୟ ଏପିସୋଡ୍ରେ ଜାହ୍ନବୀ ସହ ସାରାଙ୍କ ମସ୍ତି ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ତୃତୀୟ ଏପିସୋଡ୍ ଆସିବାକୁ ଯାଉଛି। ତାହା ଫୁଲ୍ ଧମାଲ୍ କରିବ ବୋଲି ଗ୍ୟାରେଣ୍ଟି ଦିଆଯାଉଛି। କାହିଁକି ନା ଏଥର ଏଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିବ, ଯାହାର କନଭରସେସନ ଶୁଣିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।
View this post on Instagram